କଞ୍ଚା କଳାହାଣ୍ଡିଆ website ରେ ଆପଣ କେ ସ୍ବାଗତ୍

ନୂଆଖାଇ ଉପଲକ୍ଷେ ଫୋଟୋ ପ୍ରତିଯୋଗିତା ରେ ଯୋଗ୍ ଦେବାର୍ ଲାଗି click କରୁନ୍

ପ୍ରତିଯୋଗିତା ର ନିୟମ ସବୁ ତଲେ ପଢ଼ିନିଅ..👇



୧- ଆମର୍ ହ୍ବାଟସଏପ୍ ନମ୍ବବର୍ 7735501901 ରେ ନିଜର୍ ଫୋଟୋ ପଠାବେ।

୨- ଫେସବୁକ୍ କଞ୍ଚା କଳାହାଣ୍ଡିଆ ପେଜ୍ ରେ ଅପଲୋଡ୍ କରାହେବା। ଜାହାର୍ ଫୋଟୋ ଅଧିକ୍ ଲାଇକ୍ ଯିବା ସେ ଜିତବା

୩- ୧୦ ସେୟାର୍  କେ ୧ ଲାଇକ୍ ବୋନସ୍ ମିଲବା ଆରୁ ହିସାବ ହେବା

୪- ପ୍ରଥମ୍, ଦ୍ବିତୀୟ, ତ୍ରୁତୀୟ ସ୍ଥାନ୍ ପାଇଲା ଲୋକ୍ କେ ସାର୍ଟିଫିକେଟ୍ ଦିଆଯିବା

୫- ଆରୁ ଗୁଟେ ପ୍ରାଇଜ୍ ବିନା ମେକଅପ୍ ରେ ଯିଏ ସବୁଠାରୁ ଅଧିକ୍ ସୁନ୍ଦର୍/ସୁନ୍ଦରୀ ଦିଶୁଥିବା ତାହାକେ ଦିଆଯିବା 

୬- ଫୋଟୋ ସାଙ୍ଗେ ନିଜର୍ Adress ଆରୁ ମୋବାଇଲ୍ ନମ୍ବର୍ ବି ପଠାବେ ଯେ ଆମେ ଆପଣ୍ ଙ୍କର ଘରକେ ସାର୍ଟିଫିକେଟ ପଠେଇ ପାରମୁ

୭-ଲିଙ୍କ୍ କି ସେୟାର୍ କରି ନଜର୍ ଫ୍ରେଣ୍ଡ୍ କେ ଲାଇକ୍ କରବାର୍ ଲାଗି କହି ପାରିବ

୮- ନିଜର୍ #tag  #kanchakalahandiaDpn #kkdpcn ସାଙ୍ଗେ ନିଜର୍ ନମ୍ବର୍ ଫେସବୁକ୍ ସର୍ଚ୍ଚ ରେ ପାଇ ପାରିବ

୯- ପ୍ରତିଯୋଗିତା ନୂଆଖାଇ ରାତିର୍ ୧୨ବଜା ତକ୍ ଫୋଟୋ ପଠେଇ ପାରବେ

୧୦- ଦୁଇଦିନ୍ ପରେ ପ୍ରତିଯୋଗିତା ର ଘୋଷଣା କରାଯିବା ଆରୁ ଲିଙ୍କ୍ ବି ଦିଆଯିବା


Web king

Post a Comment

Previous Post Next Post